୩ ଫୁଟ ଉଚ୍ଚକୁ ଉଠିଲା ୩ ମହଲା କୋଠା:ରାଜଧାନୀରେ ହାଉସ୍‌ ଲିଫ୍‌ଟିଂ ସଲ୍ୟୁସନ୍‌

ଭୁବନେଶ୍ୱର: ଏଣିକି ଖାଲୁଆ ଘର ୧୫ ଫୁଟ ଉଚ୍ଚକୁ ଉଠିପାରିବ। ପୁଣି ପୁରୁଣା ଘରକୁ ଗୋଟିଏ ଜାଗାରୁ କିଛି ଦୂରକୁ ସ୍ଥାନାନ୍ତର କରାଯାଇପାରିବ। ସେ ୨ ମହଲା ହେଉ କି ୩ ମହଲା। ୩ ରୁମ୍‌ ହେଉ କି ୪ ରୁମ୍‌ ବିଶିଷ୍ଟ। କାନକୁ ବିଶ୍ୱାସ ହେଉନଥିଲେ ହେଁ ଏହା ସତ। ନନ୍ଦନବିହାର ପରେ ଜୟଦେବ ବିହାର ପ୍ଲଟ୍‌ ନଂ ୮୩୦ରେ ଥିବା ୩ ମହଲା କୋଠା ବର୍ତମାନ ସୁଦ୍ଧା … Continue reading ୩ ଫୁଟ ଉଚ୍ଚକୁ ଉଠିଲା ୩ ମହଲା କୋଠା:ରାଜଧାନୀରେ ହାଉସ୍‌ ଲିଫ୍‌ଟିଂ ସଲ୍ୟୁସନ୍‌